କଟକ ଜିଲ୍ଲାର ୯୭ ନୂଆ କୋରୋନା ପଜିଟିଭ୍‌ରୁ ସହରର ୫୧ ଜଣ । କ୍ବାରେଣ୍ଟାଇନ୍‌ରୁ ୪୦ ଓ ସ୍ଥାନୀୟ ଅଞ୍ଚଳରୁ ୧୧ ପଜିଟିଭ୍‌ ଚିହ୍ନଟ । ପଜିଟିଭ୍‌ ସଂଖ୍ୟା ୮୮୪କୁ ବୃଦ୍ଧି ।

କଟକ ଜିଲ୍ଲାର ୯୭ ନୂଆ କୋରୋନା ପଜିଟିଭ୍‌ରୁ ସହରର ୫୧ ଜଣ । କ୍ବାରେଣ୍ଟାଇନ୍‌ରୁ ୪୦ ଓ ସ୍ଥାନୀୟ ଅଞ୍ଚଳରୁ ୧୧ ପଜିଟିଭ୍‌ ଚିହ୍ନଟ । କଟକ ସହରରୁ ୬ ଜଣ କୋରୋନାରୁ ସୁସ୍ଥ ହୋଇଥିବା ସୂଚନା

କଟକ ସହରରେ କୋରୋନା ପଜିଟିଭ୍‌ ସଂଖ୍ୟା ୮୮୪କୁ ବୃଦ୍ଧି । ୮୮୪ ପଜିଟିଭ୍‌ରୁ ୧୦ ମୃତ, ୩୨୭ ସୁସ୍ଥ ଓ ୫୪୭ ଚିକିତ୍ସାଧୀନ

Leave a Reply

Your email address will not be published. Required fields are marked *