କୋରାପୁଟ ଜିଲ୍ଲା ୪୮ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା । ଆଜି ୬୬ ଜଣ ଆକ୍ରାନ୍ତ ଚିହ୍ନଟ ପରେ ସଟ୍‌ଡାଉନ୍ ଘୋଷଣା କଲେ ଜିଲ୍ଲାପାଳ । ଆଜି ମଧ୍ୟ ରାତ୍ରରୁ ଅଗଷ୍ଟ ୧ ମଧ୍ୟ ରାତ୍ର ଯାଏ ଯାରି ରହିବ କଟକଣା

Leave a Reply

Your email address will not be published. Required fields are marked *