ଭୁବନେଶ୍ବରରେ ଦିନକରେ ୧୦୫ କୋରୋନା ପଜିଟିଭ୍‌ ଚିହ୍ନଟ, ୧୨୩ ସୁସ୍ଥ । କ୍ବାରେଣ୍ଟାଇନ୍‌ରୁ ୫୯ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ବରରେ କୋରୋନା ପଜିଟିଭ୍‌ ସଂଖ୍ୟା ୨ ହଜାର ୬୦୭କୁ ବୃଦ୍ଧି

ଭୁବନେଶ୍ବରରେ ଦିନକରେ ୧୦୫ କୋରୋନା ପଜିଟିଭ୍‌ ଚିହ୍ନଟ, ୧୨୩ ସୁସ୍ଥ । କ୍ବାରେଣ୍ଟାଇନ୍‌ରୁ ୫୯ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଆକ୍ରାନ୍ତ ଚିହ୍ନଟ । ଭୁବନେଶ୍ବରରେ କୋରୋନା ପଜିଟିଭ୍‌ ସଂଖ୍ୟା ୨ ହଜାର ୬୦୭କୁ ବୃଦ୍ଧି | ୨,୬୦୭ ପଜିଟିଭ୍‌ରୁ ୧୫ ମୃତ, ୧୩୩୯ ସୁସ୍ଥ ଓ ୧୨୫୧ ଚିକିତ୍ସାଧୀନ । ନୟାପଲ୍ଲୀ ନୂଆସାହିରୁ ୯, ସହିଦ ନଗରରୁ ୬ କୋରୋନା ପଜିଟିଭ୍

Leave a Reply

Your email address will not be published. Required fields are marked *