କ୍ୟାପିଟାଲ ଥାନାର ୪ ଅଫିସର ଓ ୨ ହୋମଗାର୍ଡ କୋରୋନା ପଜିଟିଭ । ହୋମ କ୍ବାରେଣ୍ଟାଇନରେ ରହିଲେ ଜୋନ-୧ ଏସିପି ଓ ଥାନା ଇନ୍ସପେକ୍ଟର । ଥାନା ବାରାକରେ ରହୁଥିଲେ ୪ ଅଫିସର । ୧ ନମ୍ବର ହାଟରେ ଡ୍ୟୁଟି କରୁଥିଲେ ୨ ହୋମଗାର୍ଡ । ପୂର୍ବରୁ ଜଣେ ମହିଳା କନେଷ୍ଟବଳ ମଧ୍ୟ ଆକ୍ରାନ୍ତ ହୋଇଥିଲେ

Leave a Reply

Your email address will not be published. Required fields are marked *