ଶେଷ ବର୍ଷର ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ କରିବା ମାମଲା । ସୁପ୍ରିମ୍‌ କୋର୍ଟରେ ଅଗଷ୍ଟ ୧୦କୁ ଘୁଞ୍ଚିଲା ମାମଲାର ଶୁଣାଣି । UGC ନିର୍ଦେଶ ବିରୋଧରେ ସୁପ୍ରିମ୍‌ କୋର୍ଟରେ ହୋଇଛି ମାମଲା । ଜୁଲାଇ ୬ରେ ଶେଷ ବର୍ଷର ପରୀକ୍ଷା ବାଧ୍ୟତାମୂଳକ କରିଥିଲା UGC କିନ୍ତୁ କୋରୋନା ସ୍ଥିତି ଦୃଷ୍ଟିରୁ ପରୀକ୍ଷା ବାତିଲ କରିବାକୁ ହୋଇଛି ଆବେଦନ

Leave a Reply

Your email address will not be published. Required fields are marked *