ଢେଙ୍କାନାଳ ଦିନବନ୍ଧୁପୁର ଅଞ୍ଚଳରେ ନାବାଳିକା ଆତ୍ମହତ୍ୟା ଘଟଣା । ଭାପୁର ଫାଣ୍ଡିର ତତ୍କାଳୀନ ଅଧିକାରୀ ପ୍ରଶାନ୍ତ ପଢିଆରିଙ୍କୁ ନିଲମ୍ବନ କଲେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଗତକାଲି ଏଏସ୍‌ଆଇ ପଦ୍ମନାଭ ସାହୁ ବି ନିଲମ୍ବିତ ହୋଇଥିଲେ

Leave a Reply

Your email address will not be published. Required fields are marked *