ପାରାଦୀପ-ହରିଦାସପୁର ରେଳ ଲାଇନ୍‌ରେ ଗଡ଼ିଲା ମାଲବାହୀ ଟ୍ରେନ । ୫୮ଟି ବଗିକୁ ନେଇ ପରୀକ୍ଷାମୂଳକ ଭାବେ ଗଡ଼ିଲା ଟ୍ରେନ୍ ।‌ କେନ୍ଦ୍ରାପଡ଼ା ମାର୍ଶାଘାଇର ନୂଆଗାଁ ନିକଟରେ ସ୍ଥାନୀୟ ଲୋକଙ୍କ ରେଳରୋକ । ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ଦାବିରେ ମାଲଗାଡ଼ିକୁ ରୋକିଲେ ଲୋକେ

Leave a Reply

Your email address will not be published. Required fields are marked *