ରାଜ୍ୟରେ ଆଉ ୧୦ ଜୀବନ ନେଲା କୋରୋନା, ଗଞ୍ଜାମ ୫, ଖୋର୍ଦ୍ଧା ୩, ସୁନ୍ଦରଗଡ଼ ଓ ଗଜପତିରେ ଜଣେ ଲେଖାଏଁ ମୃତ, ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୧୮୭କୁ ବୃଦ୍ଧି, ଖୋର୍ଦ୍ଧାର ୩ ଜଣଙ୍କ ମଧ୍ୟରୁ ୨ ଜଣ ଭୁବନେଶ୍ବରର, ଭୁବନେଶ୍ବରରେ ୬୨ ଓ ୭୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ, ଖୋର୍ଦ୍ଧାରେ ୪୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ

Leave a Reply

Your email address will not be published. Required fields are marked *