କେନ୍ଦୁଝରର ଆନନ୍ଦପୁର ଆଜିଠୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷିତ । ୮ ତାରିଖ ମଧ୍ୟରାତ୍ର ଯାଏ ପୌରାଞ୍ଚଳର ୧୬ଟି ୱାର୍ଡରେ କଟକଣା ଲାଗୁ । କେବଳ ଔଷଧ ଦୋକାନ ବ୍ୟତୀତ ସହରର ଅନ୍ୟ ସମସ୍ତ ଦୋକାନ ବନ୍ଦ । ସମସ୍ତ କାର୍ଯ୍ୟାଳୟ ଓ ଯାନବାହନ ଚଳାଚଳ ମଧ୍ୟ ସଂପୂର୍ଣ୍ଣ ବନ୍ଦ

Leave a Reply

Your email address will not be published. Required fields are marked *