କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କୋରୋନା ପଜିଟିଭ ଚିହ୍ନଟ । ନିଜେ ଟ୍ବିଟ୍‌ କରି ସୂଚନା ଦେଲେ ଅମିତ ଶାହ । ଡାକ୍ତରଙ୍କ ପରାମର୍ଶକ୍ରମେ ହସ୍ପିଟାଲରେ ଭର୍ତ୍ତି ହେଲେ ଶାହ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଶାହଙ୍କ ଅନୁରୋଧ । ପୃଥକବାସରେ ରହିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ

Leave a Reply

Your email address will not be published. Required fields are marked *