ବୁର୍ଲା ମେଡିକାଲ କଲେଜର ୨୨ ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ

ବୁର୍ଲା ମେଡିକାଲ କଲେଜର ୨୨ ଜଣ ଛାତ୍ରଛାତ୍ରୀ କୋଭିଡ ପଜିଟିଭ ଚିହ୍ନଟ | ସମସ୍ତଙ୍କୁ କୋଭିଡ ହସ୍ପିଟାଲ-୨ରେ ଭର୍ତ୍ତି କରାଯାଇଛି, କିଛି ଦିନ ତଳେ ମେଡିକାଲରେ ଏକ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ । ଏହିଠାରୁ ସଂକ୍ରମଣ ବ୍ୟାପିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *