ବିଜୁ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡରେ ସାମିଲ୍ ହେବ ରାୟଗଡ଼ା, ଆଜି ୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନର ଶୁଭାରମ୍ଭ

ବିଜୁ ସ୍ମାର୍ଟ ସ୍ବାସ୍ଥ୍ୟକାର୍ଡରେ ସାମିଲ୍ ହେବ ରାୟଗଡ଼ା, ଆଜି ୮ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ BSKY କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍ ମୋଡ଼ରେ ମୁଖ୍ୟମନ୍ତ୍ରୀ BSKY କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ, ଜିଲ୍ଲାବାସୀଙ୍କୁ ଏକାଧିକ ପ୍ରକଳ୍ପ ଭେଟିଦେବାର କାର୍ଯ୍ୟକ୍ରମ

Leave a Reply

Your email address will not be published. Required fields are marked *