ଆଜି ପବିତ୍ର ରାଖି ପୂର୍ଣ୍ଣିମା ଓ ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନ । ଆଜି ଶ୍ରୀମନ୍ଦିରରେ ପାଳିତ ହେବ ରାଖି ପୂର୍ଣ୍ଣିମା । ପାଟରା ବିଶୋଇ ସେବାୟତମାନେ ରାଖି ପ୍ରସ୍ତୁତ କରିଛନ୍ତି । ସିଂହାରି ସେବକମାନେ ଏହି ରାଖିକୁ ମହାପ୍ରଭୁଙ୍କୁ ଲାଗି କରିଥାନ୍ତି

Leave a Reply

Your email address will not be published. Required fields are marked *