ପ୍ରତିଦିନ ଭୁବନେଶ୍ବର-ଦୁବାଇ ସିଧା ବିମାନ ସେବା ପାଇଁ ଅନୁରୋଧ କରି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ |

ପ୍ରତିଦିନ ଭୁବନେଶ୍ବର-ଦୁବାଇ ସିଧା ବିମାନ ସେବା ପାଇଁ ଅନୁରୋଧ କରି କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ | UAEରେ ୧୦ ହଜାରରୁ ଅଧିକ ଓଡ଼ିଆ ବସବାସ କରୁଥିବା ଦର୍ଶାଇଲେ | ବିମାନ ସେବା ପାଇଁ ଜ୍ୟୋତିରାଦିତ୍ୟଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର | ସିଧାସଳଖ ବିମାନ ଓଡ଼ିଆଙ୍କ ଅନ୍ତର୍ଜାତୀୟ ଯାତାୟାତକୁ ସୁଗମ କରିବ | ଦୁଇ ସହର ମଧ୍ୟରେ ବ୍ୟବସାୟ ଦ୍ବାରା ରାଜ୍ୟ ଅର୍ଥନୀତି ଗତିଶୀଳ ହେବ | ପୂର୍ବ ଭାରତରେ ବିକାଶର ସମ୍ଭାବନା ଶକ୍ତିଶାଳୀ ହେବ: ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *