ରାଇରଙ୍ଗପୁରରେ ଯାତ୍ରୀବାହୀ ବସ୍ ଓଲଟି ୧୦ ଆହତ। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ରାଇରଙ୍ଗପୁରରୁ ଗୁହାଳଡିଙ୍ଗିରି ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍‌

ରାଇରଙ୍ଗପୁର: ଗୋରୁମହିଷାଣୀ ଥାନା ଟୋଲକା ଗାଁ ନିକଟରେ ଯାତ୍ରୀବାହୀ ବସ୍ ଓଲଟି ୧୦ ଆହତ। ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା। ରାଇରଙ୍ଗପୁରରୁ ଗୁହାଳଡିଙ୍ଗିରି ଯିବା ବେଳେ ଭାରସାମ୍ୟ ହରାଇ ଓଲଟିଲା ବସ୍‌

Leave a Reply

Your email address will not be published. Required fields are marked *