ଅଗଷ୍ଟ ୧୨ ତାରିଖରେ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ରାଜ୍ୟ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । ୧୨ ତାରିଖ ଦିନ ୧୨.୩୦ ମିନିଟ୍ ସମୟରେ ଫଳ ୱେସାଇଟ୍ ମାଧ୍ୟମରେ ପ୍ରକାଶିତ ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

Leave a Reply

Your email address will not be published. Required fields are marked *