ରାଜ୍ୟରେ ଆଉ ୧୦ ଜୀବନ ନେଲା କୋରୋନା, ଗଞ୍ଜାମ ଓ ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣ ଲେଖାଏଁ ମୃତ , ପୁରୀ, ବାଲେଶ୍ବର, ସୁନ୍ଦରଗଡ଼ ଓ ରାୟଗଡ଼ାରୁ ଜଣେ ଲେଖାଏଁ ମୃତ, ଗଞ୍ଜାମର ୭୨, ୬୪ ଓ ୫୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ମୃତ

Leave a Reply

Your email address will not be published. Required fields are marked *