ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ବି ଗୁରୁତର, ଦିଲ୍ଲୀର ଆର୍ମି ହସ୍ପିଟାଲରେ ଭେଣ୍ଟିଲେଟରରେ ଅଛନ୍ତି ପ୍ରଣବ ମୁଖାର୍ଜୀ, ମସ୍ତିଷ୍କରେ ରକ୍ତଜମାଟ ବାନ୍ଧିଥିବାରୁ ସଫଳ ଅସ୍ତ୍ରୋପଚାର ହୋଇଛି, ପୂର୍ବରୁ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ସୂଚନା ଦେଇଥିଲେ

Leave a Reply

Your email address will not be published. Required fields are marked *