ସେପ୍ଟେମ୍ୱର ୯ରୁ ୧୫ ଯାଏଁ ହେବ ଓଜେଇଇ । ପ୍ରଥମ ଥର ପାଇଁ କମ୍ପ୍ୟୁଟର ଆଧାରରେ ଅନୁଷ୍ଠିତ ହେବ ଓଜେଇଇ । ଓଜେଇଇ ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟର ଚିଠି । ୧୬ଜିଲ୍ଲାର ସରକାରୀ ପଲିଟେକନିକ, ITI କଲେଜ ଅଧ୍ୟକ୍ଷଙ୍କୁ ଚିଠି ।

Leave a Reply

Your email address will not be published. Required fields are marked *