ମୁମ୍ବାଇରେ ଏକ ବଡ଼ ଧରଣର ନିଶାଦ୍ରବ୍ୟ ଚୋରା କାରବାର ଧରାପଡ଼ିଛି। ଚଢ଼ଉ ହୋଇ ପ୍ରାୟ ୧ ହଜାର କୋଟି ଟଙ୍କାର ୧୯୧ କେଜି ହେରୋଇନ୍‌ ଜବତ ହୋଇଛି। ଗତକାଲି ରାତିରେ ମୁମ୍ବାଇର ନବ ସେବା ପୋର୍ଟ‌୍‌ରୁ ଏହି ହେରୋଇନ୍‌ ଜବତ ହୋଇଛି । ଆଫଗାନିସ୍ତାନରୁ ଇରାନ ଦେଇ ହେରୋଇନ୍‌ ଏଠାକୁ ଆସିଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *