5T ଅଧିନରେ ରାଜ୍ୟର ୬ଟି ଜିଲ୍ଲାର ୨୩୯ଟି ସ୍ମାର୍ଟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । VC ଯୋଗେ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅନୁଗୁଳରେ ୯୦, ଯାଜପୁରରେ ୬୪, ଢେଙ୍କାନାଳରେ ୪୧, ବରଗଡ଼ରେ ୨୨, କୋରାପୁଟରେ ୧୭, ଗଜପତି ଜିଲ୍ଲାର ୫ ହାଇସ୍କୁଲ ରୂପାନ୍ତରଣ ହୋଇଛି ।

5T ଅଧିନରେ ରାଜ୍ୟର ୬ଟି ଜିଲ୍ଲାର ୨୩୯ଟି ସ୍ମାର୍ଟ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ । VC ଯୋଗେ ଲୋକାର୍ପଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଅନୁଗୁଳରେ ୯୦, ଯାଜପୁରରେ ୬୪, ଢେଙ୍କାନାଳରେ ୪୧, ବରଗଡ଼ରେ ୨୨, କୋରାପୁଟରେ ୧୭, ଗଜପତି ଜିଲ୍ଲାର ୫ ହାଇସ୍କୁଲ ରୂପାନ୍ତରଣ ହୋଇଛି ।

Leave a Reply

Your email address will not be published. Required fields are marked *