ରାଉରକେଲା ସ୍ବତନ୍ତ୍ର କାରାଗାରରେ ଆଉ ୫୪ ଜଣ ପଜିଟିଭ । ସମସ୍ତ ୫୪ ଆକ୍ରାନ୍ତ କଏଦୀ ହୋଇଥିବା ସୂଚନା । ପୂର୍ବରୁ ଜେଲରୁ ୬୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ

Leave a Reply

Your email address will not be published. Required fields are marked *