ରାଜ୍ୟରେ ଆଉ ୯ ଜଣଙ୍କ ଜୀବନ ନେଲା କୋରୋନା । ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୩୧୪କୁ ବୃଦ୍ଧି । ଗଞ୍ଜାମରେ ସର୍ବାଧିକ ୩ ଜଣଙ୍କ ଜୀବନ ନେଲା କୋରୋନା । କଟକ ଓ ମୟୂରଭଞ୍ଜରେ ୨ ଜଣ ଲେଖାଏଁ ମୃତ । କନ୍ଧମାଳ ଓ ସୁନ୍ଦରଗଡ଼ରେ କୋରୋନାରେ ଜଣେ ଲେଖାଏଁ ମୃତ

Leave a Reply

Your email address will not be published. Required fields are marked *