କୋରୋନା ପାଇଁ ରାଜଧାନୀରେ ହେବନି ଗଣେଶ ପୂଜା । ଏନେଇ ପୂଜା ମଣ୍ଡପଗୁଡ଼ିକୁ ଅନୁମତି ଦିଆଯିବନି । ଟ୍ବିଟ୍‌ କରି ସୂଚନା ଦେଲା କମିସନରେଟ ପୋଲିସ ।

Leave a Reply

Your email address will not be published. Required fields are marked *