ଦେଶରେ ଦିନକରେ ୬୪ ହଜାର ୫୫୩ କୋରୋନା ପଜିଟିଭ୍‌ ଚିହ୍ନଟ । ମୋଟ ପଜିଟିଭ୍‌ ସଂଖ୍ୟା ୨୪,୬୧,୧୯୦କୁ ବୃଦ୍ଧି । ଦିନକ ଭିତରେ ପ୍ରାଣ ହରାଇଛନ୍ତି ୧୦୦୭ କୋରୋନା ରୋଗୀ । ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୪୮,୦୪୦କୁ ବୃଦ୍ଧି । ୬,୬୧,୫୯୫ ଚିକିତ୍ସାଧୀନ, ୧୭,୫୧,୫୫୫ ଜଣ ସୁସ୍ଥ । ଦେଶରେ କୋରୋନା ଆରୋଗ୍ୟ ହାର ୭୧.୧୭ ପ୍ରତିଶତ

Leave a Reply

Your email address will not be published. Required fields are marked *