ଜାମିନ ନାମଞ୍ଜୁର ପରେ ଝାରପଡ଼ା ଜେଲ‌ ଗଲେ କୋଟିପତି ସ୍ବତନ୍ତ୍ର ସଚିବ ଅଜୟ ଦାସ । ଅଜୟଙ୍କ ଘରୁ ୩ କୋଟି ୭୯ ହଜାର ଟଙ୍କାର ସମ୍ପତ୍ତି ଠାବ। ପତ୍ନୀ ସଂଘମିତ୍ରା ଦାସଙ୍କ ବିରୋଧରେ ବି ମାମଲା ରୁଜୁ, ଅଜୟ ଏବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନାର ସ୍ବତନ୍ତ୍ର ସଚିହ ଅଛନ୍ତି । ସେପ୍ଟେମ୍ବର ୩୦ରେ ଚାକିରିରୁ ଅବସର ନେଇଥାନ୍ତେ ଅଜୟ

Leave a Reply

Your email address will not be published. Required fields are marked *