ରାଜ୍ୟରେ ୨୪ ଘଣ୍ଟାରେ ସର୍ବାଧିକ ୪୨ ହଜାର ୭୬୧ କୋଭିଡ୍‌ ଟେଷ୍ଟ । ଗଞ୍ଜାମରେ ସର୍ବାଧିକ ୭ ହଜାର ୫୦୮ ଟେଷ୍ଟ, କେନ୍ଦୁଝରରେ ୨୬୩୧, ଏସ୍‌ସିବିରେ ୨୪୧୦, କେନ୍ଦ୍ରାପଡ଼ାରେ ୨୩୪୯, ଯାଜପୁରରେ ୨୧୮୧ ଟେଷ୍ଟ ହୋଇଛି | ଅଗଷ୍ଟ ୨୦ ତାରିଖ ସୁଦ୍ଧା ୫୦ ହଜାରରୁ ଅଧିକ ଟେଷ୍ଟ ହେବ

Leave a Reply

Your email address will not be published. Required fields are marked *