ମାଲକାନଗିରିରେ ସକାଳୁ ପୁଣି ଲଗାଣ ବର୍ଷା ଜାରି । କାଙ୍ଗୁରୁକୁଣ୍ଡା ପୋଲ ଉପରେ ୨ ଫୁଟ୍‌ ବନ୍ୟା ଜଳ ପ୍ରବାହିତ । ମାଲକାନଗିରି-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ । ପାଙ୍ଗାମ, ପୋଟେରୁ ଓ କୋରକୁଣ୍ଡା ପୋଲ ଉପରେ କମିଲା ପାଣି । ଜୟପୁର, କାଲିମେଳା ଓ ବାଲିମେଳାକୁ ଯୋଗାଯୋଗ ସ୍ବାଭାବିକ

Leave a Reply

Your email address will not be published. Required fields are marked *