ରାଜ୍ୟରେ ଦିନକରେ ୨୨୪୪ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୩୯୦ ଓ ସ୍ଥାନୀୟ ଅଞ୍ଚଳରୁ ୮୫୪ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୯୪କୁ ବୃଦ୍ଧି । ଖୋର୍ଦ୍ଧାରୁ ସର୍ବାଧିକ ୩୧୧ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଦିନକରେ ୨୨୪୪ କୋରୋନା ଆକ୍ରାନ୍ତ ଚିହ୍ନଟ । ସଂଗରୋଧ କେନ୍ଦ୍ରରୁ ୧୩୯୦ ଓ ସ୍ଥାନୀୟ ଅଞ୍ଚଳରୁ ୮୫୪ ଚିହ୍ନଟ । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୯୪କୁ ବୃଦ୍ଧି ।

ଖୋର୍ଦ୍ଧାରୁ ସର୍ବାଧିକ ୩୧୧ କୋରୋନା ଆକ୍ରାନ୍ତ ଚିହ୍ନଟ

ଗଞ୍ଜାମ ୨୪୩
କଟକ ୧୯୪
ରାୟଗଡ଼ା ୧୬୦
ବାଲେଶ୍ବର ୧୪୨
ସୁନ୍ଦରଗଡ଼ ୧୩୬
କନ୍ଧମାଳ ୧୨୧
ଭଦ୍ରକ ୧୦୪
ଯାଜପୁର ୯୮
ମାଲକାନଗିରି ୯୮
କୋରାପୁଟ ୯୪
ମୟୂରଭଞ୍ଜ ୯୧
ପୁରୀ ୬୮
କଳାହାଣ୍ଡି ୬୭
ବୌଦ୍ଧ ୪୯
ବଲାଙ୍ଗିର ୩୭
ବରଗଡ଼ ୩୫
ସମ୍ବଲପୁର ୩୫
କେନ୍ଦ୍ରାପଡ଼ା ୨୭
ନବରଙ୍ଗପୁର ୨୧
ଅନୁଗୁଳ ୧୫
ନୟାଗଡ଼ ୧୩
ସୁବର୍ଣ୍ଣପୁର ୧୧
ନୂଆପଡ଼ା ୯
ଗଜପତିରୁ ୬ ଜଣ କୋରୋନା ପଜିଟିଭ ଚିହ୍ନଟ

Leave a Reply

Your email address will not be published. Required fields are marked *