କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ରହିବେ ସୋନିଆ ଗାନ୍ଧି । ଆଉ କିଛି ମାସ ଯାଏ ପଦ ସମ୍ଭାଳିବେ ସୋନିଆ, ପରବର୍ତ୍ତୀ ସଭାପତି ନିର୍ବାଚନ ଯାଏ ପଦ ସମ୍ଭାଳିବେ ସୋନିଆ । ଆଗାମୀ ୬ ମାସ ଭିତରେ ଅଧ୍ୟକ୍ଷ ନିର୍ବାଚନ ପାଇଁ CWCରେ ସହମତି ସୂଚନା

Leave a Reply

Your email address will not be published. Required fields are marked *