ଭୁବନେଶ୍ବରର ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା, ଆଜି ହେବ ‘ପିପୁଲ ଫର୍‌ ସେବା’ର ୩ ସଦସ୍ୟ ସ୍ମୃତିରଞ୍ଜନ ସେଠୀ, ବିକାଶ ବରାଳ ଓ ଦୀପକ ବେହେରାଙ୍କ ହେବ ମିଛଧରା ପରୀକ୍ଷା, ଗତକାଲି ଆଦିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ମିଛଧରା ପରୀକ୍ଷା ହୋଇଥିଲା

Leave a Reply

Your email address will not be published. Required fields are marked *