ଟ୍ବିନ୍‌ ସିଟିରେ ଶନିବାର ବନ୍ଦ ରହିବ ସରକାରୀ ଅଫିସ । ୫୦% କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ । କେଉଁ କର୍ମଚାରୀଙ୍କ ଅଫିସ ଆସିବେ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ । ଜରୁରି କାଳୀନ ସେବା ଅଫିସ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ ଚାଲିବ

Leave a Reply

Your email address will not be published. Required fields are marked *