କଟକର ୩ଟି କାର୍ଯ୍ୟାଳୟକୁ ଆସିପାରିବେନି ସାଧାରଣ ଲୋକେ, କର୍ମଚାରୀ କୋରୋନା ପଜିଟିଭ୍‌ ଚିହ୍ନଟ ପରେ ପ୍ରଶାସନର ପଦକ୍ଷେପ, କଟକ ଡିସିପି କାର୍ଯ୍ୟାଳୟକୁ ୭ ଦିନ ଯାଏ ଆସିପାରିବେନି ଲୋକେ, ସିଏମ୍‌ସି ଅଫିସ୍‌ ୧୫ ଦିନ ଓ ବିକାଶ ଭବନ ବି ୧୫ ଦିନ ବାରଣ

Leave a Reply

Your email address will not be published. Required fields are marked *