ଭୁବନେଶ୍ୱର ବିମାନ ବନ୍ଦର ବିଲ୍ଡିଂ କାମ ଆରମ୍ଭ । ଦୀର୍ଘ ୮ମାସ ଧରି କାମ ବନ୍ଦ ହେବା ପରେ ପୁଣି ନିର୍ମାଣ କାମ ଆରମ୍ଭ । ଗତ ଜାନୁୟାରୀ ୨୪ରେ ବିଲ୍ଡିଂ ଭୁଶୁଡିବାରୁ କାମ ବନ୍ଦ ଥିଲା । ନ୍ୟାୟିକ ତଦନ୍ତ ପରେ କାମ ଆରମ୍ଭ କରିଛି ଠିକା ସଂସ୍ଥା ।

Leave a Reply

Your email address will not be published. Required fields are marked *