ବେଙ୍ଗାଳୁରୁରେ ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍‌ସିପ୍‌ : ବ୍ରୋଞ୍ଜ ପଦକ ହାସଲ କଲା ଓଡ଼ିଶା ମହିଳା ପୋଲିସ ହକି ଟିମ୍‌ । ମହାରାଷ୍ଟ୍ରକୁ ୬-୦ ଗୋଲ୍‌ରେ ହରାଇ ତୃତୀୟ ସ୍ଥାନ ଅଧିକାର କଲା ଓଡ଼ିଶା । ଓଡ଼ିଶା ଟିମ୍ ପକ୍ଷରୁ ରଶ୍ମିତା ମିଞ୍ଜ ୪ଟି ଗୋଲ୍ ଓ ଏଲିନ୍ ଲାକ୍ରା ୨ଟି ଗୋଲ୍ କରିଥିଲେ

Leave a Reply

Your email address will not be published. Required fields are marked *