ଭୁବନେଶ୍ବର ଖଣ୍ଡଗିରିରେ ୫.୫ କୁଇଣ୍ଟାଲ ଗଞ୍ଜେଇ ଜବତ, ପରିବା ଟ୍ରକ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲା ରାଜସ୍ବ ଗୁଇନ୍ଦା ବିଭାଗ, ଦକ୍ଷିଣ ଓଡ଼ିଶାରୁ ବିହାରକୁ ଚୋରାଚାଲାଣ ବେଳେ ଜବତ,ଗଞ୍ଜେଇ ବୋଝେଇ ଟ୍ରକ୍‌ ଛାଡ଼ି ଡ୍ରାଇଭର ଫେରାର, ତଦନ୍ତ ଜାରି

Leave a Reply

Your email address will not be published. Required fields are marked *