ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା, ଡ୍ରଗ୍ସ ଲିଙ୍କରେ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କଲା NCB, ଲଗାତାର ୩ ଦିନ ଧରି ରିୟାଙ୍କୁ ମାରାଥନ ଜେରା କରିଥିଲା NCB, ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିବା ସ୍ବୀକାର କରିଥିଲେ ରିୟା

Leave a Reply

Your email address will not be published. Required fields are marked *