ଝାରସୁଗୁଡ଼ା ବନହରପାଲିରେ ଇବ୍‌ ନଦୀର ରମ୍ପେଲା ସେତୁରୁ ଖସିଲା ଟ୍ରକ୍‌, ହୀରାକୁଦ ଜଳଭଣ୍ଡାରକୁ ଖସିଲା ଟ୍ରକ୍‌, ଜଣେ ଉଦ୍ଧାର, ଅନ୍ୟ ୨ ନିଖୋଜ, ବନହରପାଲି ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ସମ୍ବଲପୁରର ରେଙ୍ଗାଲି ପଟୁ ଝାରସୁଗୁଡ଼ାର ଲଖନପୁରକୁ ଆସୁଥିଲା ଟ୍ରକ୍‌ |

Leave a Reply

Your email address will not be published. Required fields are marked *