ଭଦ୍ରକ ବାସୁଦେବପୁର ରାସ୍ତାର ସାବରଙ୍ଗ ହାଇସ୍କୁଲ ନିକଟରେ ଦୁର୍ଘଟଣା | ଅଜଣା ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ, ମୃତକ ୩ ଜଣ ଧାମରା ବନ୍ଦର ଅଞ୍ଚଳରେ କାମ ସାରି ଘରକୁ ଫେରୁଥିଲେ ବାସୁଦେବପୁର ଏଡ଼ତାଳର ଦୈତାରି ବେହେରା ଓ ପ୍ରକାଶ ଦଳାଇ, ଚଣ୍ଡୀଗାଁ ଅଞ୍ଚଳର ଦୁଃଶାସନ ମହାପାତ୍ର ମୃତ |

ଭଦ୍ରକ-ବାସୁଦେବପୁର ରାସ୍ତାର ସାବରଙ୍ଗ ହାଇସ୍କୁଲ ନିକଟରେ ଦୁର୍ଘଟଣା | ଅଜଣା ଟ୍ରକ ଧକ୍କାରେ ୩ ବାଇକ ଆରୋହୀ ମୃତ, ମୃତକ ୩ ଜଣ ଧାମରା ବନ୍ଦର ଅଞ୍ଚଳରେ କାମ ସାରି ଘରକୁ ଫେରୁଥିଲେ ବାସୁଦେବପୁର ଏଡ଼ତାଳର ଦୈତାରି ବେହେରା ଓ ପ୍ରକାଶ ଦଳାଇ, ଚଣ୍ଡୀଗାଁ ଅଞ୍ଚଳର ଦୁଃଶାସନ ମହାପାତ୍ର ମୃତ |

Leave a Reply

Your email address will not be published. Required fields are marked *