ମହାଳୟା ଦିନ ମା’ ସମଲେଶ୍ୱରୀଙ୍କ ଦର୍ଶନ ବନ୍ଦ । ମା’ଙ୍କ ଧବଳମୁଖୀ ବେଶ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ । କୋଭିଡ୍ କଟକଣା ଯୋଗୁଁ ଶ୍ରଦ୍ଧାଳୁଙ୍କ ଦର୍ଶନ ମନା । ଡିଜିଟାଲ୍ ପ୍ଲାଟଫର୍ମରେ ଘରେ ରହି ଦର୍ଶନ କରିବେ ଶ୍ରଦ୍ଧାଳୁ । ମାନସିକ ଦୀପ ଜାଳିବା ପାଇଁ ପ୍ରଶାସନକୁ ମଗାଯିବ ଅନୁମତି । ପ୍ରଶାସନର ଅନୁମତି ପରେ ଟ୍ରଷ୍ଟ ନେବ ପରବର୍ତ୍ତୀ ପରକ୍ଷେପ ।

Leave a Reply

Your email address will not be published. Required fields are marked *