ଖୋର୍ଦ୍ଧା ରୋଡରୁ ଅହମଦାବାଦକୁ ଗଡ଼ିଲା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ । ଗୁଜରାଟକୁ ଗଲେ ୨ ଶହରୁ ଅଧିକ ଓଡ଼ିଆ ଓ ଗୁଜରାଟୀ ଶ୍ରମିକ । ସେପ୍ଟେମ୍ବର ୧୪ରୁ ୨୦ ଯାଏ ସମସ୍ତ ଟିକେଟ ବୁକ୍‌ ହୋଇସାରିଥିବା ସୂଚନା

ଏଣିକି ମଙ୍ଗଳ, ଗୁରୁ, ଶୁକ୍ର ଓ ଶନିବାର ସଂଧ୍ୟା ୬ଟା ୪୦ରେ ଛାଡ଼ିବ ଟ୍ରେନ୍‌ । ସୋମ, ଗୁରୁ, ଶନି, ରବିବାର ସଂଧ୍ୟା ୬ଟା ୪୦ରେ ଅହମଦାବାଦରୁ ଛାଡ଼ିବ

Leave a Reply

Your email address will not be published. Required fields are marked *