ପୁରୀ ବଳିଆପଣ୍ଡା କ୍ରିଷ୍ଣା ଆପାର୍ଟମେଣ୍ଟରେ ଦେହ ବ୍ୟବସାୟ ମାମଲା: ଯାଜପୁରର ୨ ଅଭିଯୁକ୍ତ ଗିରଫ, ଆପତ୍ତିଜନକ ସାମଗ୍ରୀ ଜବତ ଗିରଫ ଅଭିଯୁକ୍ତ ହେଲେ ଚିନ୍ମୟ ସ୍ବରୂପ ପଣ୍ଡା ଓ ଚିନ୍ମୟ ରଞ୍ଜନ ରାଉତ । ବ୍ଲାକ୍‌ମେଲିଂ କରି ଦାଦାବଟି ମାଗିବା ଅଭିଯୋଗରେ ଆଉ ୨ ଗିରଫ । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଥିବା ବଳିଆପଣ୍ଡା ପୋଲିସର ସୂଚନା

Leave a Reply

Your email address will not be published. Required fields are marked *