କୋଭିଡ-୧୯ କାରଣରୁ ସାଂସଦଙ୍କ ଦରମା ୩୦% ହ୍ରାସ କରିବା ବିଲ୍ ଲୋକସଭାରେ ହେଲା ପାସ । ସାଂସଦଙ୍କ କଟାଯିବା ଦରମାକୁ କୋଭିଡ -୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ପାଇଁ ବ୍ୟବହୃତ ହେବ

Leave a Reply

Your email address will not be published. Required fields are marked *