ରାଜ୍ୟରେ ଆଜି ଆଉ ୪,୨୭୦ କୋରୋନା ଆକ୍ରାନ୍ତ ଚିହ୍ନଟ : ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୬ କୋରୋନା ଆକ୍ରାନ୍ତ ଚିହ୍ନଟ । କଟକରୁ ୩୭୪ ଏବଂ ପୁରୀରୁ ୨୮୭ ଆକ୍ରାନ୍ତ ଚିହ୍ନଟ । ଅନୁଗୁଳରୁ ୧୪୭, ବାଲେଶ୍ବରରୁ ୧୫୦, ବରଗଡ଼ରୁ ୧୮୩, ଭଦ୍ରକରୁ ୫୫ । ବଲାଙ୍ଗିରରୁ ୯୭, ବୌଦ୍ଧରୁ ୨୨, ଦେବଗଡ଼ରୁ ୧୮, ଢେଙ୍କାନାଳରୁ ୬୩ ଗଜପତିରୁ ୫୮, ଗଞ୍ଜାମରୁ ୬୮, ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨ । ଝାରସୁଗୁଡ଼ାରୁ ୧୨୧, କଳାହାଣ୍ଡିରୁ ୪୪, କନ୍ଧମାଳରୁ ୭୩ । କେନ୍ଦ୍ରାପଡ଼ାରୁ ୯୯, କୋରାପୁଟରୁ ୮୩, କେନ୍ଦୁଝରରୁ ମାଲକାନଗିରିରୁ ୬୪, ମୟୂରଭଞ୍ଜରୁ ୧୩୧, ନବରଙ୍ଗପୁରରୁ ୮୬ । ନୟାଗଡ଼ରୁ ୪୭, ନୂଆପଡ଼ାରୁ ୧୧୯, ରାୟଗଡ଼ାରୁ ୮୦ । ସମ୍ବଲପୁରରୁ ୧୧୪, ସୁବର୍ଣ୍ଣପୁରରୁ ୭୪, ସୁନ୍ଦରଗଡ଼ରୁ ୩୮

 

Leave a Reply

Your email address will not be published. Required fields are marked *