ପୁରୀ : ରଥ ନିର୍ମାଣରେ ନିୟୋଜିତ ସେବାୟତଙ୍କ ହେଉଛି ସ୍ୱାସ୍ଥ୍ୟ ପରୀକ୍ଷା । ପ୍ରଥମ ଦିନରେ ୬୦ଜଣଙ୍କ ହେବ କରୋନା ପରୀକ୍ଷା । ସେବାୟତଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରେ ସ୍ୱତନ୍ତ୍ର ଟିମ୍ ନିୟୋଜିତ । ୨ଟି ଭକ୍ତ ନିବାସରେ ଅଛନ୍ତି ୧୮୪ ସେବାୟତ ।