ବୌଦ୍ଧ ହରଭଙ୍ଗା ବ୍ଲକ୍‌ ଛତ୍ରଙ୍ଗ ରାସ୍ତାର ବୁକେଶିଙ୍ଗା ଛକରେ ଦୁର୍ଘଟଣା । ୨ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା, ୨ ମୃତ, ଜଣେ ଗୁରୁତର । ୨ ମୃତକ- ହରଭଙ୍ଗାର ପ୍ରଶାନ୍ତ ନାୟକ ଓ ସାନୁଜ ନାୟକ । ଅନ୍ୟ ଜଣେ ଗୁରୁତର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ

Leave a Reply

Your email address will not be published. Required fields are marked *