ଢେଙ୍କାନାଳ ହସ୍ପିଟାଲରେ ଚିକିତ୍ସା ନପାଇ ସ୍ତ୍ରୀ ଆଗରେ ସ୍ବାମୀର ମୃତ୍ୟୁ ଘଟଣାରେ ଅବହେଳାର ତଦନ୍ତ ପାଇଁ ସ୍ବତନ୍ତ୍ର ଟିମ୍‌ ଗଠିତ । କାର୍ଯ୍ୟରେ ଅବହେଳା ଅଭିଯୋଗରେ ସଂପୃକ୍ତ ନର୍ସ ନିଲମ୍ବିତ । କାର୍ଯ୍ୟରତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

Leave a Reply

Your email address will not be published. Required fields are marked *