କଟକରେ ଗୁଡ଼ିର ମାଞ୍ଜା ସୂତା ଲାଗି ଯୁବକ ମୃତ | ଜଗତପୁର ପୀରବଜାରରେ ସ୍ତ୍ରୀଙ୍କୁ ନେଇ ବାଇକ୍‌ରେ ଶ୍ବଶୁର ଘରକୁ ଯିବା ବେଳେ ଗୁଡ଼ି ସୂତା ବେକରେ ଲାଗି ଯିବାରୁ ଯୁବକ ଜୟନ୍ତ ସାମଲଙ୍କ ମୃତ୍ୟୁ

କଟକରେ ପୁଣି ଜୀବନ ନେଲା ଗୁଡ଼ିର ମାଞ୍ଜା ସୂତା । ସ୍ତ୍ରୀଙ୍କୁ ନେଇ ବାଇକ୍‌ରେ ଶ୍ବଶୁର ଘରକୁ ଯିବା ବେଳେ ଗୁଡ଼ି ସୂତା ବେକରେ ଲାଗି ଯିବାରୁ ଯୁବକ ଜୟନ୍ତ ସାମଲଙ୍କ ମୃତ୍ୟୁ ।
ଜଗତପୁର ପୀରବଜାରରେ ରାସ୍ତା କଡ଼ରେ ଗୁଡ଼ିଉଡ଼ା ବେଳେ ଅଘଟଣ

Leave a Reply

Your email address will not be published. Required fields are marked *