ଭୁବନେଶ୍ବରରେ ଅଭିନବ ଉପାୟରେ ଲୁଟ, ଧୂର୍ତ୍ତ ଚୋରକୁ ଗିରଫ କଲା ପୋଲିସ । ଚୁଟି କାଟୁ କାଟୁ ଗ୍ରାହକର ସୁନାଚେନ୍ କାଟିନେଇଥିଲା ନାରାୟଣ ଡାକୁଆ । ଭରତପୁର ଲେନ୍‌- ୪ର ନାରାୟଣ ଡାକୁଆଠାରୁ ୧୨ ଗ୍ରାମର ସୁନା ଚେନ୍‌ ଜବତ କଲା ପୋଲିସ ।

Leave a Reply

Your email address will not be published. Required fields are marked *