ମାଞ୍ଜା ସୂତାରେ କଟି ଯୁବକଙ୍କ ମୃତ୍ୟୁ ଘଟଣା, ମାଞ୍ଜା ସୂତା ବିକ୍ରି ଓ ବ୍ୟବହାର ଅଭିଯୋଗରେ ୩ ଯୁବକଙ୍କୁ ଅଟକ ରଖିଲା ଜଗତପୁର ପୋଲିସ । ଗତକାଲି ଜଗତପୁର ପୀରବଜାରରେ ମାଞ୍ଜା ସୂତା ଲାଗି ଜଣଙ୍କ ମୃତ୍ୟୁ ହୋଇଥିଲା । ଏନେଇ ଜଗତପୁର ଥାନାରେ ଏକ ମାମଲା ରୁଜୁ ହୋଇଛି |

Leave a Reply

Your email address will not be published. Required fields are marked *